୭୪ ବର୍ଷରେ ଏସପି ବାଲସୁବ୍ରମଣ୍ୟମ:ଓଡ଼ିଆ ସମେତ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ଏହି କଣ୍ଠଶିଳ୍ପୀ

ମୁମ୍ବାଇ: ଏସପି ବାଲସୁବ୍ରମଣ୍ୟମ, ଭାରତୀୟ ସଂଗୀତ ଜଗତର ଏମିତି ଏକ ସ୍ପର୍ଦ୍ଧିତ ନାମ ଯାହାଙ୍କ ସ୍ୱର ଭାରତୀୟ ସିନେମା ଜଗତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା। ୧୬ ଟି ଭାରତୀୟ ଭାଷାରେ ପ୍ରାୟ ୪୦ ହଜାରରୁ ଅଧିକ ଗୀତ ଗାଇଥିବା ବାଲସୁବ୍ରମଣ୍ୟମ ଆଜି ୭୪ ବର୍ଷରେ ପାଦ ଦେଇଛନ୍ତି। ସେ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସହିତ ଅନେକ ପୁରସ୍କାର ପାଇଥିବାବେଳେ ତାଙ୍କ ଗୀତକୁ ଏବେ ବି ସବୁ ପିଢ଼ିର ଶ୍ରୋତା … Continue reading ୭୪ ବର୍ଷରେ ଏସପି ବାଲସୁବ୍ରମଣ୍ୟମ:ଓଡ଼ିଆ ସମେତ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ଏହି କଣ୍ଠଶିଳ୍ପୀ